ଉଇକିଅଭିଧାନ, ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ । ଓଡ଼ିଆ ଉଇକିଅଭିଧାନରେ ବର୍ତ୍ତମାନ ସୁଦ୍ଧା ୧,୦୮,୪୯୫ଟି ପୃଷ୍ଠା ରହିଛି । ଏହି ଶବ୍ଦ ଗୁଡ଼ିକ ଓଡ଼ିଆ ସମେତ ଆହୁରି ଅନେକ ଭାଷାରେ ରହିଛି କିନ୍ତୁ ଏହାର ଶବ୍ଦାର୍ଥ ଓ ବ୍ୟାଖ୍ୟା ଓଡ଼ିଆରେ ଅଛି । ଯଥା - ଓଡ଼ିଆ ଶବ୍ଦର ଓଡ଼ିଆ ଶବ୍ଦାର୍ଥ; ବଙ୍ଗାଳୀ ଶବ୍ଦର ଓଡ଼ିଆ ଶବ୍ଦାର୍ଥ; ଇଂରାଜୀ ଶବ୍ଦର ଓଡ଼ିଆ ଶବ୍ଦାର୍ଥ ଇତ୍ୟାଦି ।
ଏହି ଅଭିଧାନଟି ମୁଖ୍ୟତଃ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ତିଆରି ହୋଇଛି । ଏହାକୁ ଯେକେହି ସମ୍ପାଦନା କରିପାରିବେ ଓ ବ୍ୟବହାର ମଧ୍ୟ କରିପାରିବେ । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡେନାହିଁ ।
ଆପଣ ବି ଚାହିଁଲେ ଏହି ଅଭିଧାନଟିରେ କୌଣସି ନୂଆ ଶବ୍ଦ, ଯେକୌଣସି ଭାଷାର ଶବ୍ଦ, ଯୋଡିପାରିବେ କିମ୍ବା କୌଣସି ଭୁଲ ସଂଶୋଧନ କରିପାରିବେ । ନୂଆ ଶବ୍ଦଟିଏ ଯୋଡିବା ପାଇଁ ନିମ୍ନୋକ୍ତ ବାକ୍ସରେ ଶବ୍ଦଟିକୁ ଲେଖି କ୍ଲିକ କରନ୍ତୁ ।
ଉଇକିଅଭିଧାନରେ ଓଡ଼ିଆ ଲେଖିବା ଓ ନୂଆ ଶବ୍ଦଟିଏ ଯୋଡିବା ପ୍ରଣାଳୀ
ଅଧିକ ସାହାଯ୍ୟ ପାଇଁ ଯୋଗାଯୋଗ କରନ୍ତୁ
|
ରାକ୍ଷସ
ଉଚ୍ଚାରଣ: Rākshasa
ସ୍ତ୍ରୀ: ରାକ୍ଷସୀ
ଶବ୍ଦ ବିନ୍ୟାସ: ରକ୍ଷ ଧାତୁ+ଅପାଦାନେ ଅସ୍; ଯେଉଁମାନଙ୍କ ଆକ୍ରମଣରୁ ବା କବଳରୁ ଯଜ୍ଞୀୟ ହକି ଆଦିକୁ ରକ୍ଷା କରାଯାଏ, କିମ୍ୱା ରକ୍ଷସ୍+ସ୍ୱାର୍ଥେ. ଅ
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ —
- କୁବେରଙ୍କ ଧନରକ୍ଷକ ଭୃତ୍ୟ ବା ଜୀବବିଶେଷ; ଯକ୍ଷ
- ନିଶାଚର; ଅସୁର
- ନରଖାଦକ ବ୍ୟକ୍ତି
ଦେଶଜ - ବିଶେଷ୍ୟ —
- ପକ୍ଷୀ
[ଦ୍ରଷ୍ଟବ୍ୟ —ବଳହିମନ୍ତ ପର୍ବତ, ପ୍ରବଳ ବାତଜନିତ, ହେବାରୁ ସାଞ୍ଜୁ ଓଢ଼ିତ, ରାକ୍ଷସ ବଂଶେ - ଭଞ୍ଜ, ବୈଦେହୀଶବିଳାସ]
ପୁରା ପଢନ୍ତୁ • ଅଭିଲେଖ • ମାସିକ ବଛା ଶବ୍ଦ କଣ ?
|